Jump to content

ବୁଦ୍ଧସ୍ୱାମୀ

ଉଇକିଅଭିଧାନ‌ରୁ

ବୁଦ୍ଧସ୍ୱାମୀ

ଉଚ୍ଚାରଣ

[ସମ୍ପାଦନା]
  • ରୋ.ଟ୍ରା. — Buddha swāmī
  • ଆଇ.ପି.ଏ. — bˈɔ hɾˈɔʃʃoˌukaɾ dˈɔ hˈʌlˈʌntɔ dʰˈɔ dˌonteʃʃˈɔ hˈʌlˈʌntɔ lˈetəbˈiːʃˈatoˈekˈo ˈakaɾ mˈɔ dˈiːɾɡʰikˌaɾ

ମହିମା ସ୍ୱାମୀ, ଅଲେଖସ୍ୱାମୀ, ଅଲେଖ, ବ୍ରହ୍ମାବଧୂତ, ଧୂଳିଆଗୋସାଇଁ, କ୍ଷୀରାହାରୀ, ନି (ନୀ) ରାହାରୀ, ଫଳାହାରୀଗୋସାଇଁ, ପ୍ରବୁଦ୍ଧଗୁରୁଅନ୍ୟରୂପ

ମହିମାଧର୍ମ ସମ୍ପ୍ରଦାୟ ପ୍ରତିଷ୍ଠାତା ମହିମାଗୋସାଇଁଙ୍କର ନାମାନ୍ତର —A name of Mahimā Gosāiñ, the founder of the Mahimā Dharma.