Jump to content

ବୁଦ୍ଧିଜୀବୀ

ଉଇକିଅଭିଧାନ‌ରୁ

ବୁଦ୍ଧିଜୀବୀ

ଉଚ୍ଚାରଣ

[ସମ୍ପାଦନା]
(ବୁଦ୍ଧିଜୀବିନୀ—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ପୁଂ—(ବଦ୍ଧି+ଜୀବ୍ ଧାତୁ+କର୍ତ୍ତୃ ଇନ୍)

[ସମ୍ପାଦନା]
୧. ଯେ ନିଜର ବୁଦ୍ଧିବଳରେ ଜୀବିକା ନିର୍ବାହ କରେ —୧. Earning livelihood by intellect;living on one's wits
୨. ଅତ୍ୟନ୍ତ ବୁଦ୍ଧିମାନ୍ —Very intelligent.