Jump to content

ବୁଦ୍ଧିହତ

ଉଇକିଅଭିଧାନ‌ରୁ

ବୁଦ୍ଧିହତ

ଉଚ୍ଚାରଣ

[ସମ୍ପାଦନା]
(ବୁଦ୍ଧିହତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି)

[ସମ୍ପାଦନା]
୧. ବୁଦ୍ଧିହୀନ; ନିର୍ବୁଦ୍ଧିଆ —୧. Foolish.
୨. କିଂକର୍ତ୍ତବ୍ୟମୂଢ଼ —୨. Bewildered.