ବୁଦ୍ଧି ଆସିବା
ବୁଦ୍ଧି ପଇଟିବା, ବୁଦ୍ଧି ସୁ(ସ୍ଫୁରିବା)ଅନ୍ୟରୂପ
ଉପଯୁକ୍ତ ଉପାୟ ସ୍ଥିରହେବା; ବୁଦ୍ଧିର ଉଦୟ ହେବ —The dawning of any expedient in the mind
[ଉ— ବତେଇ ଦିଏ ପରକୁ, ବୁଦ୍ଧି ନ ଆସେ ଘରକୁ ଢଗ