ବୁଦ୍ଧି ନ ଆସିବା
ଦେଖଣା
ବୁଦ୍ଧି ନ ଆସିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୁଦ୍ଧି ନ ଆସିବା
|
ବୁଦ୍ଧି ହଜିବା,ବୁଦ୍ଧି ନ ଦିଶିବା—ଅନ୍ୟରୂପ
ଦେଶଜ - ବିଶେଷ୍ୟ -
[ସମ୍ପାଦନା]କୌଣସି ଘଟଣାର ପ୍ରତିକାର ପାଇଁ ଉପାୟ ମନରେ ନ ପହଞ୍ଚିବା —Not being able to find out a means; being at a loss.
(ଉ—ବୁଦ୍ଧି ନ ଆସେ ଘରକୁ ବତେଇଦିଏ ପରକୁ ଢଗ)