Jump to content

ବୁଦ୍ଧି ବିହୀନ

ଉଇକିଅଭିଧାନ‌ରୁ

ବୁଦ୍ଧି ବିହୀନ

ଉଚ୍ଚାରଣ

[ସମ୍ପାଦନା]

ବୁଦ୍ଧିହୀନ, ବୁଦ୍ଧି ଶୂନ୍ୟ—ଅନ୍ୟରୂପ

(ବୁଦ୍ଧି ବିହୀନା, ବୁଦ୍ଧିହୀନା, ବୁଦ୍ଧିଶୂନ୍ୟା—ସ୍ତ୍ରୀ) 

(ବୁଦ୍ଧି ବିହୀନତା, ବୁଦ୍ଧି ହୀନତା, ବୁଦ୍ଧି ଶୂନ୍ୟତା—ବିଶେଷ୍ୟ ରୂପ)

ସଂସ୍କୃତ - ବିଶେଷଣ - ପୁଂ. (୩ୟା ତତ୍)

[ସମ୍ପାଦନା]

ନିର୍ବୁଦ୍ଧିଆ; ନିର୍ବୋଧୀ ଯାହାର ବୁଦ୍ଧି ନାହିଁ —Stupid; ignotrant; foolish; silly.