Jump to content

ବୁଦ୍ଧି ବୃତ୍ତି

ଉଇକିଅଭିଧାନ‌ରୁ

ବୁଦ୍ଧି ବୃତ୍ତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବୁଦ୍ଧି+ବୃତ୍ତି; ୬ଷ୍ଠୀ ତତ୍)

[ସମ୍ପାଦନା]

ବୋଧ କରିବାର ଶକ୍ତି; ବୁଝିବାର ଶକ୍ତି; ନିଶ୍ଚାୟାସିକ ମନୋବୃତ୍ତି — Faculty of understanding; intellect- intelligence; intellectual faculty.