Jump to content

ବୁଦ୍ଧି ହେବା

ଉଇକିଅଭିଧାନ‌ରୁ

ବୁଦ୍ଧି ହେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଶିଶୁର ମାନସିକ ଶକ୍ତିର ବିକାଶ ହେବା — ୧. The dawning of intellect in a child.
୨. ଶିଶୁଠାରେ ଭଲ ମନ୍ଦ ବୁଝିବାର ଶକ୍ତିର ବିକାଶ ହେବା —୨. The dawning of discretion in a child.

(ଯଥା—ପିଲାର ବୁଦ୍ଧି ହୋଇ ନାହିଁ, ସେ ବଡ଼ ହୋଇଗଲେ ସବୁ ବୁଝି ପାରିବ ଯେ)