ବୁଦ୍ଧୀନ୍ଦ୍ରିୟ
ଦେଖଣା
ବୁଦ୍ଧୀନ୍ଦ୍ରିୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ହୁନ୍ଦୁ ଦର୍ଶନ; ୬ଷ୍ଠୀ ତତ୍;+ଇନ୍ଦ୍ରିୟ)
[ସମ୍ପାଦନା]ଜ୍ଞାନେନ୍ଦ୍ରିୟ; ଯେଉଁ ଇନ୍ଦ୍ରିୟମାନଙ୍କ ସାହାଯ୍ୟରେ ମନୁଷ୍ୟକର ବାହ୍ୟ ବସ୍ତୁ ସମ୍ୱନ୍ଧେ ଜ୍ଞାନ ଜନ୍ମେ; ଚକ୍ଷୂ, କର୍ଣ୍ଣ ନାସିକା, ଜିହ୍ନା, ତ୍ୱକ୍ ଓ ମନ —(Hindu Philosophy) The organs of perception. viz. eyes. ears, nose. tongue, skin and the mind.