ବୁଦ୍ଧ ଗୟା
ଗୟାର ୮ମାଇଲ ଦୁରବର୍ତ୍ତୀ ବୌଦ୍ଧମାନଙ୍କର ତୀର୍ଥବିଶେଷ —A place near Gaya sacred to the Buddihsts.
[ଦ୍ରଷ୍ଟବ୍ୟ —ଏଠାରେ ବୁଦ୍ଧଦେବ ତପସ୍ୟା କରିଥିଲେ; ଏହା ଜଣେ ହିନ୍ଦୁ ମହନ୍ତଙ୍କ ମାରଫତଦାରିରେ ଅଛି]