ବୁଦ୍ୱୁଦ
ଦେଖଣା
ବୁଦ୍ୱୁଦ
ଉଚ୍ଚାରଣ
[ସମ୍ପାଦନା](ବୁଦ୍ଗୁଦ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ବୁଦ୍= ଅନୁକରଣ ଶବ୍ଦ+ବୁଦ୍ ଧାତୁ=ଆଲୋଚନା କରିବା+କର୍ମ ଅ)
[ସମ୍ପାଦନା]- ୧. ଜଳବିମ୍ୱ; ଭୂଜଭୂଡ଼ା; ଭୂଡ଼ୁ ଭୂଡ଼ି —୧. Bubbles.
(ଉ—ବୁଦ୍ୱୁଦ ନ ଦିଶେ ଜଳ ଫି ଫି କୃତ କରି ଭଞ୍ଜ ବୈଦେହୀଶ ବିଳାସ)
- ୨. ଗର୍ଭସ୍ଥ ଭ୍ରୂଣ —୨. Thhe embryo;foetus.
- ୩. ବୁଦ୍ୱୁଦ୍ ପରି କ୍ଷଣସ୍ଥାୟୀ ପଦାର୍ଥ —୩. Any short-lived thing (like a bubble).