Jump to content

ବୁଧାଷ୍ଟମୀ

ଉଇକିଅଭିଧାନ‌ରୁ

ବୁଧାଷ୍ଟମୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ମାର୍ଗଶିର, ମାଘ, ଫଗୁଣ, ବୈଶାଖ ଓ ଜୈଷ୍ଠ ଏହି ୫ ମାସରେ ଶୁକ୍ଳ ଅଷ୍ଟମୀ ତିଥିରେ ପ଼ଡ଼ିବା ବୁଧବାର —Wednesday falling on the ୮th.

day of the bright fortnight of the months Mārgaṡira, Māgha, Fālguna, B&aline;i̱sākha and J̄y&aline;i̱sṭha of the year.

[ଦ୍ରଷ୍ଟବ୍ୟ —ଏ ଦିନ ସ୍ତ୍ରୀଲୋମାନଙ୍କର ବ୍ରତ କରିବାର ବିଧି ଅଛି]