Jump to content

ବୁଧିଳ

ଉଇକିଅଭିଧାନ‌ରୁ

ବୁଧିଳ

ଉଚ୍ଚାରଣ

[ସମ୍ପାଦନା]
(ବୁଧିଳା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ—(ବୁଧ୍ ଧାତୁ+ଶୀଳା ର୍ଥେ. ଇଳ.)

[ସମ୍ପାଦନା]

ଜ୍ଞାନୀ; ବିଦ୍ୱାନ୍ —Wise; learned.