ବୁଧ ଚକ୍ର
ଦେଖଣା
ବୁଧ ଚକ୍ର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା](ଜ୍ୟୋତିଷ) ବୁଧଗ୍ରହ ଭିନ୍ନ ଭିନ୍ନ ରାଶିକୁ ସଞ୍ଚାର କରିବା ସମୟରେ ଶୁଭାଶୁଭ ଜ୍ଞାପକ ଜ୍ୟୋତିଷ ଚକ୍ର —(Astrology) An astrological drawing or circle showing the passing of the planet Mercury through the different house of the zodiac, with good or evil results to men.