Jump to content

ବୁନିଆତ୍ ଖୋଳିବା

ଉଇକିଅଭିଧାନ‌ରୁ

ବୁନିଆତ୍ ଖୋଳିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଘରର ବା କାନ୍ଥର ମୂଳ ଭିତ୍ତିକୁ ଖୋଳିବା —୧. To dig the foundation.
୨. (ଲକ୍ଷଣାର୍ଥ; ମନ୍ଦାର୍ଥ) କୌଣସି ବଂଶର ପୂର୍ବ ଇତିହାସ ପ୍ରକାଶ କରିବା —୨. (figurative) To divulge the origin or past history of a family (ordinarily in a bad sense.)