ବୁନିଆଦି
ଦେଖଣା
ବୁନିଆଦି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୁନିଆଦି
|
ବୈଦେଶିକ - ବି—(ଫାରାସୀ - ବନିୟାଦ୍)
[ସମ୍ପାଦନା]- ୧. ଗୃହର ମୂଳଦୂଆ; ମୂଳ ଭିତ୍ତି; ନିଅଁ —୧. Foundation of a house.
- ୨. କାନ୍ଥର ମୂଳଦୂଆ —୨. Foundation of a wall; the part of a wall below the ground level.
- ୩. କୌଣସି ବିଷୟର ଗୋଡ଼ା; ମୂଳ; ଆରମ୍ଭ —୩. Origin or beginning of a thing.
- ୪. ବଂଶର ପୂର୍ବ ଅବସ୍ଥା —୪. The previous state or condition of a family.
- ୫. ବଂଶର ଇତିହାସ —୫. The past history of a family.
- ୬. ମହତ୍ତ୍ୱ —୬. Greatness.
[ଉ—ମେଳା ମେଳା ଚାକିରିକି ଚାହିଁ, ବାପ ଅଜାଙ୍କର ବୁନିଆଦ ଗାଇ ଭିକାରୀ. ଗୀତଲହରୀ]
ବୁନିଆଦି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷଣ -(ଫାରାସୀ - ବନିୟଦୀ)
[ସମ୍ପାଦନା]- ୧. ଉତ୍ତମ ଓ ସୂଦୃଢ଼ ମୂଳଦୂଆ ଥିବା (କୋଠା) —୧. (a building) Having a strong foundation.
- ୨. ଖାନ୍ଦାନ; ଧନୀ ଓ ପୁରାତନ ଭଦ୍ର ବଂଶୋଦ୍ଭବ (ବ୍ୟ୍ୟକ୍ତି) —୨. (a person) Descended from a high and respectable family.
- ୩. ଧନୀ; ପଇସାବାଲା —୩. Substantial (person).
- ୪. ପ୍ରାଚୀନ ଓ ସମ୍ମାନିତ (ପରିବାର) ୪. Ancient and respectable (family).
ବୈଦେଶିକ - ବିଶେଷ୍ୟ -
[ସମ୍ପାଦନା]ବୁନିଆତ୍ (ଦେଖ) - —Buniāt (See)