Jump to content

ବୁନ୍ଦ

ଉଇକିଅଭିଧାନ‌ରୁ

ବୁନ୍ଦ

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]

ବୃକ୍ଷାଦିର ମୂଳ —Root of a root.



ବୁନ୍ଦ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ବିନ୍ଦୁ)

[ସମ୍ପାଦନା]

ବିନ୍ଦୁ; ଟୋପା —Drop.



ବୁନ୍ଦ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବୃଣ ଧାତୁ=ପ୍ରୀତ କରିବା+କର୍ତ୍ତୃ. ଦ)

[ସମ୍ପାଦନା]
୧. ସମୂହ —୧. Multitude; assemblage; congregation.
୨. ସଂଖ୍ୟା ବିଶେଷ; ୧ ଅର୍ବୁଦ; ୧ କୋଟି —୨. One thousand million; one billion,