ବୁନ୍ଦା ଦେବା
ଦେଖଣା
ବୁନ୍ଦା ଦେବା
ଉଚ୍ଚାରଣ
[ସମ୍ପାଦନା](ବୁନ୍ଦାମାରିବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ବୁନ୍ଦା ଦେବା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. କଲମଦ୍ୱାରା କାଗଜ ଆଦି ଉପରେ ଗୋଟିଏ ବିନ୍ଦୁ ଲେଖିବା —୧. To put a dot with the pen on a paper; to write.
- ୨. (ଲକ୍ଷଣାର୍ଥ) କୌଣସି କାର୍ଯ୍ୟର ପ୍ରଥମ ଆରମ୍ଭ କରିବା —୨. (Figurative) To begin a work.