ବୁନ୍ଦିଆ
ଦେଖଣା
ବୁନ୍ଦିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୁନ୍ଦିଆ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବିନ୍ଦୁ)
[ସମ୍ପାଦନା]ଚାଉଳର ବା ବୁଟ ବେସନର ପିଠଉକୁ ଜାଲିଚଟୁର ଛିଦ୍ରଦ୍ୱାରା ଫୁଟୁଥିବା ଘିଅ ବା ତେଲ ଉପରେ଼ ପକାଇ କରାଯିବା ଏକପ୍ରକାର ଗୋଲଗୋଲ ବା କିମ୍ୱା ଛୋଟ ଆକୃତି ବିଶିଷ୍ଟ ମିଠାଇ —A kind of sweetmeat.