Jump to content

ବୁବେଇ

ଉଇକିଅଭିଧାନ‌ରୁ

ବୁବେଇ

ଉଚ୍ଚାରଣ

[ସମ୍ପାଦନା]
  • (file)

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -

[ସମ୍ପାଦନା]
୧. ସରୁ, ଲମ୍ୱା ଏବଂ ଦାଢୁଆ ପତ୍ରଯୁକ୍ତ ଏକ ଜାତୀୟ ଘାସ ଗଛ — ୧. A kind of grass, with thin long and sharp-edged leaves.
୨. ବୁବେଇ ଘାସରୁ ତିଆରି ହୋଇଥିବା ଦଉଡ଼ି —୩. Rope made of that grass.