Jump to content

ବୁଭୁକ୍ଷା

ଉଇକିଅଭିଧାନ‌ରୁ

ବୁଭୁକ୍ଷା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଭୁଜ୍ ଧାତୁ+ ଇଚ୍ଛାର୍ଥେ. ସନ୍+ ଭାବ. ଅ+ଆ)

[ସମ୍ପାଦନା]

ଭୋଜନ କରିବା ଇଚ୍ଛା; କ୍ଷୁଧା; ଲୋକ — Hunger; desire to eat.