Jump to content

ବୁରବୁଡ଼ାଇବା

ଉଇକିଅଭିଧାନ‌ରୁ

ବୁରବୁଡ଼ାଇବା

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର)କ୍ରିୟାପଦ -

[ସମ୍ପାଦନା]
୧. ଲୁଚାଇବା; କୌଣସି ପଦାର୍ଥକୁ ଗୁପ୍ତସ୍ଥାନରେ ଗୁଞ୍ଜିଦେବା —୧. To stow; to conceal.
୨. ପୂର୍ଣ୍ଣଥିବା ଜଳପାତ୍ରରେ ହାତ ବୁଡ଼ାଇ ଦେବା —୨. To dip one's hand in a jug full of watre.