ବୁରୁଚ୍
ବ୍ରୁଚ୍; କାନ୍ଧ ଆଦିରୁ ଲୁଗା ଯେପରି ଖସି ନ ଯାଏ, ସେଥିପାଇଁ ବ୍ୟବହୃତ ଏକପ୍ରକାର କବିଜାଲଗା କଣ୍ଟା —A brooch.