Jump to content

ବୁରୁଜ

ଉଇକିଅଭିଧାନ‌ରୁ

ବୁରୁଜ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ବୁର୍ଜ=ଏକକ ବଚନ; ବୁରୁଜ୍=ବହୁ—ବଚନ)

[ସମ୍ପାଦନା]
୧. ଦୁର୍ଗର ପ୍ରାଚୀର ଦେହକୁ ଲାଗି ମଧ୍ୟେ ମଧ୍ୟେ ତିଆରି କରାଯାଇଥିବା ସୁଦୃଢ଼ ମାଟିର ବା ପଥରର ସ୍ତୂପ ବା ଗୃହ —୧. A bastion.
୨. କଟକର ଦୁଇ ଆଡ଼େ ପ୍ରବାହିତ ମହାନଦୀର ଓ କାଠଯୋଡ଼ିର ବନ୍ୟାରୁ କଟକ ସହରକୁ ରକ୍ଷା କରିବା ପାଇଁ ଓଡ଼ିଆ ରାଜା ମର୍କତ କେଶରୀଙ୍କଦ୍ୱାରା ନିର୍ମିତ ପଥରବନ୍ଧର ଯେଉଁ ଅଂଶ ନଈ ଭିତରକକୁ ପଶିଗଲା ଭଳି ତିଆରି ହୋଇଅଛି (ଏଥିରେ ଧକ୍କା ଲାଗି ସ୍ରୋତର ବେଗ ପ୍ରତିହତ ହୁଏ ଓ ନଦୀସ୍ରୋତ କୂଳରେ ବେଶି ଜୋର୍ରେ ଆଘାତ କରେ ନାହିଁ) ୨. Bastion-like projections along the stone embankments of the Kathjori and the Mahanadi rivers on both sides of the town of Cuttack.
୩. ଏକପ୍ରକାର ତାସ୍ଖେଳ ୩. A kind of game with cards.