Jump to content

ବୁରୁଶ୍

ଉଇକିଅଭିଧାନ‌ରୁ

ବୁରୁଶ୍

ଉଚ୍ଚାରଣ

[ସମ୍ପାଦନା]

ବୁରୁଶୁ, ବ୍ରୁଶ୍, ବ୍ରଶ୍—ଅନ୍ୟରୂପ

  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ବ୍ରଷ୍)

[ସମ୍ପାଦନା]
୧. ପଶୁମାନଙ୍କର ରୋମକୁ ସାଉଁଳିବା ଉଦ୍ଦ୍ୟେଶରେ ତିୟାରି ଟାଆଁସା ଲୋକନିର୍ମିତ ପାନିଆ ବା ମାର୍ଜନୀ —A brush for combing the body of animals (e.g. horse).
୨. ମନୁଷ୍ୟଙ୍କ ମୁଣ୍ଡରେ ବାଳକୁ ସାଉଁଳିବାରେ ବ୍ୟବହୃତ ଲୋମନିର୍ମିତ ପାନିଆ; କେଶ ମାର୍ଜନୀ —୨. Hair brush.
୩. ଦାନ୍ତ ମାଜିବାର ମୁଠା ବା ମଜାମୁଠା —୩. A tooth brush,
୪. ଚିତ୍ର କରିବାରେ ବ୍ୟବହୃତ ତୁଳିକା —୪. A painting brush.
୫. ଯୋତା ସଫାକରିବାର ତୁଳିକା —୫. Shoe-brush.
୬. ଲୁଗାରୁ ଧୂଳି ଝାଡ଼ିବାପାଇଁ ବ୍ୟବହୃତ ଲୋମନିର୍ମିତ ମାର୍ଜନୀ —୬. Cloth brush.


[ଦ୍ରଷ୍ଟବ୍ୟ —ଅଳଙ୍କାର, ବସ୍ତ୍ର, ଯୋତା ଓ ଘଣ୍ଟାର ଯନ୍ତ୍ରାଦି ବିଭିନ୍ନ ବସ୍ତୁକୁ ସଫା କରିବା ପାଇଁ ଭିନ୍ନ ଭିନ୍ନ ଉପକରଣରେ ନାନାବିଧ ବୁରୁଶ୍ ତିଆରି ହୁଏ, ସେ ଗୁଡ଼ିକର ନାମ ମଧ୍ୟ ବ୍ୟବହାର ଅନୁସାରେ ଭିନ୍ନ ଭିନ୍ନ]