ବୁଲଣା
ଦେଖଣା
ବୁଲଣା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୁଲଣା
|
ଦେଶଜ - ବିଶେଷ୍ୟ -(ସଂସ୍କୃତ - ବୁଲ୍ ଧାତୁ= ଭ୍ରମଣ କରିବା)
[ସମ୍ପାଦନା]- ୧. ଭ୍ରମ — ୧. Mistake; error.
- ୨. ଭ୍ରାନ୍ତ ମତ —୨. Erroneous theory.
ପ୍ରାଚୀ—ବ୍ରହ୍ମନିରୂପଣ ଗୀତା)
ପ୍ରାଦେଶିକ - (ମେଦିନୀପୁର ବାଲେଶ୍ୱର) ବିଶେଷ୍ୟ -
[ସମ୍ପାଦନା]ବୋଲଣା (ଦେଖ) - — Bolaṇā (See)