ବୁଲା
ଦେଖଣା
ବୁଲା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ବୁଲ୍ ଧାତୁ=ସଞ୍ଚରଣ)
[ସମ୍ପାଦନା]- ୧. ବୁଲିବା କ୍ରିୟା; ଭ୍ରମଣ —୧. Walking; roving.
(ଉ—ଶରମ ପ୍ରଦ ଏତେ ଦିନେ କି ହେଲା, ଶମନସ୍ୱସା ତଟ
ଅନୁବାଦ
[ସମ୍ପାଦନା](ବୁଲା—ସ୍ତ୍ରୀ)
ଅଟକୀ ବୁଲା କିଶୋରୀଚମ୍ପୂ)
- ୨. ଘୁରାଇବା କ୍ରିୟା —୨. Act of turning or whirling.
- ୩. (ପୁଂ)ମନୁଷ୍ୟଙ୍କୁ ଦିଆଯିବା ନାମ —୩. Name given to males.
ଦେଶଜ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]ଯେ ବୁଲେ; ଭ୍ରମଣକାରୀ —Roving; wandering.