Jump to content

ବୁଲାଇ ହେବା

ଉଇକିଅଭିଧାନ‌ରୁ

ବୁଲାଇ ହେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. (ମୁଣ୍ଡ) ଘୂର୍ଣ୍ଣିତ ହେବାର ଅନୁଭୂତି ହେବା —୧. To reel; to have a sensation of reeling.

(ଯଥା—ମୋ ମୁଣ୍ଡ ବୁଲାଇ ହେଉଛି)

୨. (ଦେହ) ବମନାଦ୍ଧେଗ ଅନୁଭବ କରିବା —୨. To have a tendency to vomit.

[ଦ୍ରଷ୍ଟବ୍ୟ —ବୁଲାଇଦେବା କ୍ରିୟା ଭିନ୍ନ ଅର୍ଥରେ ମୁଣ୍ଡ ଶବ୍ଦପରେ ଓ ଦେହ ଶବ୍ଦ ପରେ ଲାଗେ—ମୁଣ୍ଡ ବୁଲାଇ ହେବା=ମୁଣ୍ଡ ଘୂରିଲାପରି ଅନୁଭୂତ ହେବା; ଦି(ଦେ)ହ ବୁଲାଇ ହେବା=ବାନ୍ତି ଦେଖାଇବା]