ବୁଲା କୁକୁର
ଦେଖଣା
ବୁଲା କୁକୁର
ଉଚ୍ଚାରଣ
[ସମ୍ପାଦନା]ବୁଲାତିକୁକୁର, ବୁଲାକୁତା ଅନ୍ୟରୂପ
(ବୁଲା କୁତୀ—ସ୍ତ୍ରୀ)
ଅନୁବାଦ
[ସମ୍ପାଦନା]ବୁଲା କୁକୁର
|
(ପୋଷାକୁକୁର—ବିପରୀତ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଯେଉଁ କୁକୁରକୁ କୌଣସି ବ୍ୟକ୍ତି ପୋଷି ନ ଥାଏ; ଯେଉଁ କୁକୁର ନାନା ସ୍ଥାନରେ ବୁଲୁଥାଏ —୧. A dog not owned by any person; a roving dog.
[ଦ୍ରଷ୍ଟବ୍ୟ —ଏହିପରି ବୁଲା ଫକୀର, ବୁଲାଷଣ୍ଡ, ବୁଲୀ ଗାଈ]
- ୨. (ଲକ୍ଷଣାର୍ଥ—ଗାଳି) ଯେଉଁ ବ୍ୟକ୍ତି ବୁଲାକୁକୁର ଭଳି ଏଣେ ତେଣେ ବୁଲି ପରର ଅଇଁଠା ଚାଟେ; ପରାନ୍ନଭୋଜୀ ବ୍ୟ୍ୟକ୍ତି —୨. (figurative) A person who roves from door to door to eat the leavings of other people's tables, a toady; a hanger on.
- ୩. ଗୃହହୀନ ବ୍ୟକ୍ତି —୩. A homeless wanderer.