Jump to content

ବୁଲା ବାହୁଟିଆ

ଉଇକିଅଭିଧାନ‌ରୁ

ବୁଲା ବାହୁଟିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ଯେଉଁ ବ୍ୟକ୍ତି ଏଣେ ତେଣେ ନିରର୍ଥକ ବୁଲିବାରେ ଅଭ୍ୟସ୍ତ; ଯାଯାବର — Roaming; wandering; loafing.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ନିରର୍ଥକ ବୁଲିବା ବ୍ୟକ୍ତି — Wanderer; loafer.