ବୁଲି ପଡ଼ିବା
ଦେଖଣା
ବୁଲି ପଡ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୁଲି ପଡ଼ିବା
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଶୀଘ୍ର ପ୍ରତ୍ୟାବୃତ୍ତ ହେବା —୧. To return soon.
- ୨. ପଛକୁ ବା କଡ଼କୁ ମୁହଁ ବୁଲାଇବା —୨. To turn one's face side wards or backwards.
- ୩. ଅଳ୍ପ— ସମୟ ପାଇଁ ଭ୍ରମଣ କରିବା —୩. To take a short walk.
- ୪. (କୂଅ) ଭୂଷୁଡ଼ିବା — ୪. (a well) To collapse.
(ଯଥା—ଆରବର୍ଷ ନୂଆ କୂଅ ଖୋଳା ହୋଇଥିଲା, ଏହି ଥରକ ବଡ଼ ବରଷାରେ କୂଅଟା ବୁଲି ପଡ଼ିଲା)