Jump to content

ବୁଲି ଯିବା

ଉଇକିଅଭିଧାନ‌ରୁ

ବୁଲି ଯିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଭ୍ରମଣ କରିବାକୁ ବାହାରିବା —୧. To go awaling; to go out for a walk.
୨. ଅତି ଅସୁସ୍ଥ ଓ ରୁଗ୍ଣ ଅବସ୍ଥାରୁ ମୁକ୍ତ ହୋଇ ସୁସ୍ଥ, ସବଳ ଓ ମୋଟାମୋଟି ହୋଇଯିବା —୨. To be stouter and stronger.
୩. ଅନ୍ୟ ଆଡ଼କୁ ବା ବିପରୀତ ଦିଗକୁ ଯିବା —୩. To turn to an opposite direction or to another dirrection.
୪. (ଘନ ବସ୍ତୁ) ତିରଳାବସ୍ଥା ପ୍ରାପ୍ତ ହେବା; ଗଳିତ ହେବା —୪. To melt.

(ଯଥା—ବସିଲା ଘିଅ ଖରାରେ ବୁଲି ଗଲାଣି)

୫. ବିକୃତ ହେବା — ୫. To deteriorate.

(ଯଥା—ବରଷେ କାଳ ମାଠିଆରେ ରହିବାରୁ ଗୁଡ଼ତକ ବୁଲି ଗଲା)