Jump to content

ବୁଲେଇ ବୁଲେଇ କହିହା

ଉଇକିଅଭିଧାନ‌ରୁ

ବୁଲେଇ ବୁଲେଇ କହିହା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

କୌଣସି କଥାକୁ ସ୍ପଷ୍ଟ ବା ସିଧା ରୂପେ ନ କହି ଏଣୁ ତେଣୁ ବଙ୍କାଇ ବଙ୍କାଇ କେବଳ ଇସରା ଦେବା — To speak (something) indirectly and in a round about manner.