ବୁଲେଟ
ଅଫିମକୁ ପିଦୁଡ଼ି ପତ୍ର ସଙ୍ଗେ ରାନ୍ଧି ଧୂମ ରୂପେ ପାନ କରିବାକୁ ତିଆରି କରା ଯାଇଥିବା ଗୋଲା; ଗୁଲି; ମଦତ୍ ଗୋଳା —Bullet prepared from opium for the purpose of smoking.