ବୁଲ୍ ଡଗ୍
ଦେଖଣା
ବୁଲ୍ ଡଗ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଇଂ)
[ସମ୍ପାଦନା]ଏକ ପ୍ରକାର ବିକଟମୁହାଁ ବିଲାତି Bulldog.
[ଦ୍ରଷ୍ଟବ୍ୟ —ଏହି ଇଂରାଜି ଶବ୍ଦର ଅର୍ଥ ଷେଣ୍ଡ କୁକୁର ଏ କୁକୁରଙ୍କୁ ପୂର୍ବେ ଷେଣ୍ଡ ଲଢ଼େଇରେ ଷେଣ୍ଡକୁ ଖୁପୁରେଇବା କର୍ମରେ ଲଗାଯାଉ ଥିବାରୁ ଏହି ନାମ ହୋଇଅଛି ଏ ୨ଫୁଟ୍ ପର୍ଯ୍ୟନ୍ତ ଉଚ୍ଚ; ଦେହର ଲୋମ ଛୋଟ ଓ ଦେହ ଚକଣିଆ; ଏ ଦୃଢ଼କାୟ ଓ ହୃଷ୍ଟପୁଷ୍ଟ ଦେହ ଅନୁପାତରେ ଏହା ମୁଣ୍ଡ ବଡ଼ ଓ ମୁହଁ ବିକଟ ଏ ଭାରି ଶିକାରୀ ଓ ସାହସୀ]