Jump to content

ବୁସା

ଉଇକିଅଭିଧାନ‌ରୁ

ବୁସା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ—(ବୁସ୍ ଧାତୁ+ଅ+ସ୍ତ୍ରୀ. ଆ)

[ସମ୍ପାଦନା]

ନାଟ୍ୟୋକ୍ତିରେ କନିଷ୍ଠା ଭଗିନୀ —A dramatic term meaning a younger sister.