Jump to content

ବୁସ୍ତ

ଉଇକିଅଭିଧାନ‌ରୁ

ବୁସ୍ତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବୁସ୍ ଧାତୁ=ତ୍ୟାଗ କରିବା, ଅନାଦର କରିବା+ କର୍ମ. ତ, ନ୍ତ୍ର)

[ସମ୍ପାଦନା]
୧. ପଣସ ଆଦି ଫଳର ଅସାର ଭାଗ; ପଣସ ବୋତା —୧. The unuseable portion of a jack fruit.
୨. ହାଣ୍ଡିରେ ଭଜା ହୋଇ ଥିବା ମାଂସ — ୨. Meat fried in a pot.