Jump to content

ବୁହାଏ

ଉଇକିଅଭିଧାନ‌ରୁ

ବୁହାଏ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - ଅ (ସଂସ୍କୃତ - ବହୁ)

[ସମ୍ପାଦନା]
୧. ବହେ; ଅନେକ; ବହୁତ; ବହୁ —୧. Much; great; many.

(ଯଥା— ମୁଁ ବୁହାଏ ବାଟ ଚାଲିଲି; ମୁଁ ତାଙ୍କୁ ବୁହାକ (ଶୋଧିଲି)

୨. ଥରେ —୨. Once.
୩. ପର୍ଯ୍ୟାପ୍ତରୂପେ — ୩. Abundantly; copiously.
୪. ପ୍ରଚଣ୍ଡତା ସହକାରେ —୪. Vehemently.