Jump to content

ବୁହିବା

ଉଇକିଅଭିଧାନ‌ରୁ

ବୁହିବା

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) କ୍ରି. (ସଂସ୍କୃତ - ବହ୍ ଧାତୁ)

[ସମ୍ପାଦନା]
୧. ବହିବା; ବହନ କରିବା —୧. To bear.
୨. ସ୍ରୋତରୂପେ ବହିଯିବା —୨. To flow; to move like a current.

(ଉ—ଚିଙ୍ଗିଡ଼ି ମାଛର ଝୋଳ, ତାର ସଙ୍ଗେ ମିଶିଲେ ଘୋଲ, ବୁହି ପଡ଼ୁଥାଏ ସି—ଢଗ)