Jump to content

ବୁ଼ଡ଼ା ପ୍ରକୃତି

ଉଇକିଅଭିଧାନ‌ରୁ

ବୁ଼ଡ଼ା ପ୍ରକୃତି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ବୁଡ଼ା ପର୍କୁତି—ଗ୍ରାମ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବୁଡ଼ ଧାତୁ+ପ୍ରକୃତି)

[ସମ୍ପାଦନା]
୧. କଥା ଗୋପନ କରିବାର ବ୍ୟକ୍ତିଗଣ ପ୍ରକୃତି; ୧. The nature of a person who conceals matters or keeps matters secret.
୨. ଗୋପନରେ ପରେ ଅନୢଷ୍ଟ କରିବା ପ୍ରକୃତି —୨. The nature of a person who injures others secretly
୩. ଅସରଳ ପ୍ରକୃତି —୩. Crooked nature; insincerity.

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଅସରଳ ପ୍ରକୃତି ବିଶିଷ୍ଟ (ବ୍ୟକ୍ତି) —୧. (a person) Of crooked nature insincere
୨. ଗୋପନରେ ପରର ଅନିଷ୍ଟକାରୀ — ୨. Injuring other people behind their back.