Jump to content

ବୃଂହଣ

ଉଇକିଅଭିଧାନ‌ରୁ

ବୃଂହଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବୃଂହ୍ ଧାତୁ=ଶବ୍ଦ କରିବା; ସମୃଦ୍ଧ ହେବା+ ଭାବ. ଅନ)

[ସମ୍ପାଦନା]
୧. ହାତୀର ଗର୍ଜନ ବା ଭାବ —୧. The braying of an elephant.

[ଦ୍ରଷ୍ଟବ୍ୟ —ହାତୀ ଗରଜିବା, ଓଡ଼ିଆରେ 'ପେଏକାଳିବା' କହନ୍ତି]

୨. (+ କର୍ତ୍ତୃ. ଅନ) ବଳବର୍ଦ୍ଧକ ବା ପୁଷ୍ଟିକାରକ ଦ୍ରବ୍ୟ (ହିନ୍ଦୀ - ଶ.) — ୨. Any nourishing thing.
୩. ଭାବପ୍ରକାଶ ମତରେ ଏକ ପ୍ରକାର ଧୂମ ପାନ (ହିନ୍ଦୀ - ଶବ୍ଦସାଗର) — ୩. A kind of smoking for medicinal purposes.
୪. ଅଶ୍ୱଗନ୍ଧା (ହିନ୍ଦୀ - ଶ.) —୪. Withania Somnifera (tree).
୫. ମନକ୍କା (ହିନ୍ଦୀ - ଶବ୍ଦସାଗର) — ୫. Raisin.
୬. ଶୂକର ମାଂସରେ ପକ୍ୱ ଯବର ଛତୁଆ (ହିନ୍ଦୀ - ଶବ୍ଦସାଗର) —୬. Barley-flour cooked with porks.

ସଂସ୍କୃତ - ବିଶେଷଣ - (+କର୍ତ୍ତୃ. ଅକ)

[ସମ୍ପାଦନା]
୧. ପୁଷ୍ଟି— ଜନକ —୧. Invigorating; nourishing.
୨. ବଳକର —୨. Strengthening; strength-giving.