ବୃକ
ଦେଖଣା
ବୃକ
ଉଚ୍ଚାରଣ
[ସମ୍ପାଦନା](ବୃତୀ—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ବୃକ୍ ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ; କିମ୍ୱା ବୃ ଧାତୁ=ଆବରଣ କରିବବା+ କର୍ତ୍ତୃ. କ)
[ସମ୍ପାଦନା]- ୧. ହେଟା; ଲେଙ୍କଡ଼ା ବାଘ; ଗଧିଆ —୧. Wolf; hyena.
- ୨. ବକ ବୃକ୍ଷ; ଅଗସ୍ତୀଗଛ —୨. Name of a tree; Sesbania Grandiflora.
- ୩. ଶୃଗାଳ — ୩. Jackal.
- ୪. କ୍ଷତ୍ରିୟ —୪. A Kshatriya.
- ୫. ବାୟସ; କୁଆ —୫. Crow.
- ୬. ଆଶ୍ଚର୍ଯ୍ୟ ଜନକ ଜୀର୍ଣ୍ଣଶକ୍ତିବିଶିଷ୍ଟ ଜଠରାନଳ —୬. A very
digestive-fire or energy inside the belly.
- ୭. ସରଳ ବୃକ୍ଷାସାର; ଗନ୍ଧବିରିଜା (ହିନ୍ଦୀ - ଶ.) —୭. The aromatic juice from the Himalayan pine tree.
- ୮. ବଳିଆ କୁକୁର —୮. A wild dog.
(ଉ— ବୃକପରି ବେଢ଼ି ସେନାପତିମାନେ ବୃକୋଦର ପୁରେ ପେଷି ବସେ ଭଞ୍ଜ, ବୈଦେହୀଶବିଳାସ]
- ୯. ବଜ୍ର (ହିନ୍ଦୀ - ଶ.) — ୯. Thunder.
- ୧. ଚୋର (ହିନ୍ଦୀ - ଶ.) —୧୦. Thief.
- ୧୧. ବୃତାସୁର (ଦେଖ) - —୧୧. Bṛukāsura (See)
(ଉ—ବୃକ ବିଶ୍ୱାସେ କଲେ ନାଶ, ନାହିଁ ବିଶ୍ୱାସଘାତ ଦୋଷ ପ୍ରାଚୀ. ପୂର୍ଣ୍ଣତମ ଚନ୍ଦ୍ରୋଦୟ)