Jump to content

ବୃକଦଂଶ

ଉଇକିଅଭିଧାନ‌ରୁ

ବୃକଦଂଶ

ଉଚ୍ଚାରଣ

[ସମ୍ପାଦନା]

ବୃକାରାତି, ବୃକାରିଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ - (ବୃକ=ଶୃଗାଳ+ଦନ୍ଶ୍ ଧାତୁ=କାମୁଡ଼ିବା+ କର୍ତ୍ତୃ. ଅ; ଯେ ଶୃଗାଳକୁ ଦଂଶନ କରେ)

[ସମ୍ପାଦନା]
୧. କୁକ୍କୁର —୧. Dog.
୨. ହେଟା— ବାଘ —୨. Hyena.
୩. ବଳିଆକୁକୁର — ୩. A species of ferocious wild dog.