ବୃକୋଦର
ଦେଖଣା
ବୃକୋଦର
ଉଚ୍ଚାରଣ
[ସମ୍ପାଦନା](ବୃକୋଦରୀ—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ -(ବହୁବ୍ରୀହି; ବୃକ୍ ନାମକ ଅଗ୍ନି ଉଦରରେ ଯାହାର)
[ସମ୍ପାଦନା]- ୧. ଭୀମ; ମଧ୍ୟମ ପାଣ୍ଡବ — ୧. Bhīma; the second Pāṇḍaba brother.
- ୨. ବରୁଣ —୨. God Baruṇa.
- ୩. ଯମ — ୩. j̄ama; the king of death.
(ଉ—ବୃକପରି ବେଢ଼ି ସେନାପତିମାନେ ବୃକୋଦର ପୁରେ ପେଷି ଭଞ୍ଜ. ବୈଦେହୀଶବିଳାସ)
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]ପେଟୁ — Voracious; gluttonous.