Jump to content

ବୃକ୍ଷକ

ଉଇକିଅଭିଧାନ‌ରୁ

ବୃକ୍ଷକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ବୃକ୍ଷ୍+କ୍ଷୁଦ୍ରାର୍ଥେ. କ)

[ସମ୍ପାଦନା]
୧. ଗୁଳ୍ମ; ଛୋଟ ଗଛ — ୧. Small tree; plant.
୨. କ୍ଷୁପ; ବୁଦା — ୨. Shrub.
୩. କଟୁଜ ଗୁଳ୍ମ (ହିନ୍ଦୀ - ଶ.) (ଦେଖ) - — ୩. Kuṭaja (See)