Jump to content

ବୃକ୍ଷବାଟିକା

ଉଇକିଅଭିଧାନ‌ରୁ

ବୃକ୍ଷବାଟିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଉପବନ; କୁଞ୍ଜବନ; ନିକୁଞ୍ଜ; ଚାରିଆଡ଼େ ଗଛ ଘେରିଥିବା ସ୍ଥାନ —୧. A grove; grotto.
୨. ବିହାରୋଦ୍ୟାନ —୨. Park; pleasure garden.
୩. ବଗିଚା ଘର —୩. A graden house.
୪. ବଗିଚା —୪. A garden.