ବୃକ୍ଷାଦନ
ଦେଖଣା
ବୃକ୍ଷାଦନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବୃକ୍ଷ+ଅଦ୍ ଧାତୁ=ଭକ୍ଷଣ କରିବା+କର୍ତ୍ତୃ. ଅନ)
[ସମ୍ପାଦନା]- ୧. କୁଠାର —୧. Axe; hatchet.
- ୨. ବାରସୀ —୨. Adze.
- ୩. ଅଶ୍ୱତ୍ଥ ଗଛ —୩. The religious fig; Ficus Religiosa.
- ୪. ପିୟାଳ (ହିନ୍ଦୀ - ଶ.) (ଦେଖ) - —୪. Piāḻa (See)
- ୫. ମହୁ ଫେଣା (ହିନ୍ଦୀ - ଶ.) —୫. Bee hive.