Jump to content

ବୃକ୍ଷ ରାଜ

ଉଇକିଅଭିଧାନ‌ରୁ

ବୃକ୍ଷ ରାଜ

ଉଚ୍ଚାରଣ

[ସମ୍ପାଦନା]

(ବୃକ୍ଷରାଜ୍—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଅଶ୍ୱତ୍ଥ ବୃକ୍ଷ; ବୋଧି ଦ୍ରୂମ —୧. The religious fig.

(ଉ—ବୃକ୍ଷରାଜ ପରି ସାକେତ ନଗରୀ କରି ଅଲକ୍ଷ୍ମୀ ଆଶ୍ରିତ ଭଞ୍ଜ. ବୈଦେହୀଶବିଳାସ)

୨. ପାରିଜାତ ବୃକ୍ଷ —୨. The mythological Pāri-jāta tree of heaven.