Jump to content

ବୃତ

ଉଇକିଅଭିଧାନ‌ରୁ

ବୃତ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - (ବୃ ଧାତୁ=ବରଣ କରିବା; ଆଚ୍ଛାଦନ କରିବା; ପ୍ରାର୍ଥନା କରିବା+ କର୍ମ. ତ)

[ସମ୍ପାଦନା]
୧. କର୍ମସାଧନାର୍ଥ ନିଯୁକ୍ତ; କୌଣସି ଧର୍ମକର୍ମ ସାଧନ କରିବା ପାଇଁ ବରଣ କରାଯାଇ ଥିବା (ବ୍ରାହ୍ମଣ) —୧. Chosen or selected to perform a ceremony; formally engaged to perform a rite.
୨. ଆବୃତ; ଆଚ୍ଛାଦିତ — ୨. Covered; enclosed.
୩. ପ୍ରାର୍ଥିତ (ବସ୍ତୁ) — ୩. Asked for; requested.
୪. ସ୍ୱୀକୃତ —୪.
Agreed upon.
୫. ଗୋଲ (ହିନ୍ଦୀ - ଶ.) —୫. Circular.
୬. ପରିବେଷ୍ଟିତ —୬. Sorrounded; anveloped.

(ଉ—ବୃତରାକ୍ଷସସେ ହୋଇ କ୍ରତୁ କୃତେ, ବିଧ୍ୱଂସି ସ୍କନ୍ଦ ଉପସୁନ୍ଦ ସୁତେ ଭଞ୍ଜ. ବୈଦେହୀଶବିଳାସ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବୃତ୍ତି)

[ସମ୍ପାଦନା]
୧. ପେଶା; ଜୀବିକା — ୧. Livelihood; profession.
୨. ଅଭ୍ୟାସ — ୨. Habit.
୩. (ସଂସ୍କୃତ - ବୃତ୍ତ) ଗୀତ ବୋଲିବାରେ ରଗିଣୀ; ଦିଶା —୩. The tune of a song or poem.