Jump to content

ବୃତି

ଉଇକିଅଭିଧାନ‌ରୁ

ବୃତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବୃ ଧାତୁ+ଭାବ ତି)

[ସମ୍ପାଦନା]
୧. ଆବରଣ —୧. Covering.
୨. ଗୋପନ —୨. Concealment.
୩. ବେଷ୍ଟନ —୩. Surrounding.
୪. (+କରଣ. ତି) ଭିତ୍ତି —୪. Wall.
୫. ବାଡ଼ —୫. Fencing.

[ଉ—ବୃତିରେ ପୁଷ୍ପିତ କେତକୀ କି ଯହିଁ, ସମୀରଣ ତୋର ପରତେ ସେବଇ ରଧାନାଥ. ଚିଲିକା]

୬. କରଣ; ନିୟୋଗ —୬. Engagement.
୭. ପ୍ରାର୍ଥନା —୭. Entreaty.

ଗ୍ରାମ୍ୟ - (ସଂସ୍କୃତ - ବୃତ୍ତି)

[ସମ୍ପାଦନା]

ପରୀକ୍ଷାରେ ସର୍ବୋଚ୍ଚ ସ୍ଥାନ ଅଧିକାର କରିବା ଛାତ୍ରକୁ ଦିଆଯିବା ମାସିକ ବେତନ —Stipend or scholarship given to a studen who has creditably pased an examination.